ସମ୍ବଲପୁରରେ ଭିଜିଲାନ୍ସ ରେଡ : ଡ୍ରଗ୍ସ କଣ୍ଟ୍ରୋଲର ଅଫିସର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର ଦେବାଶିଷ ପଣ୍ଡାଙ୍କ ଘରେ ଚଢାଉ

Spread the love

ସମ୍ବଲପୁରରେ ଭିଜିଲାନ୍ସ ରେଡ । ଡ୍ରଗ୍ସ କଣ୍ଟ୍ରୋଲର ଅଫିସ ର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସରଙ୍କ ଘରେ ଚାଲିଛି ରେଡ । ଦେବାଶିଷ ପଣ୍ଡାଙ୍କ ବାସ ଭବନ ଗ୍ରେଟର ସମ୍ବଲପୁର, କାଇଁସିର ସ୍ଥିତ କାର୍ଯ୍ଯାଳୟରେ ଚଢାଉ ଚାଲିଛି  ।  ସେହିଭଳି ଭୁବନେଶ୍ବର ସମେତ ଅନ୍ୟ କିଛି ସ୍ଥାନରେ ମଧ୍ୟ ଚଢାଉ ଜାରି ରହିଛି  ।  ଏକକାଳୀନ ୭ଟି ସ୍‌ଥାନରେ ଏହି ଚଢାଉ ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ରେଡ କରାଯାଉଛି  । 


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading