ସମୁଦ୍ରରେ ଓଲଟିଲା ଡଙ୍ଗା; ବୁଡିଗଲେ ୭ ମତ୍ସ୍ୟଜୀବୀ, ୬ ସୁରକ୍ଷିତ ଉଦ୍ଧାର

Spread the love

ଗଞ୍ଜାମ ପୋଡମପେଟା ସମୁଦ୍ରରେ ଓଲଟିଲା ଡ଼ଙ୍ଗା । ଡ଼ଙ୍ଗାରେ ଥିବା ୭ ମତ୍ସ୍ୟଜୀବୀ ସମୁଦ୍ରରେ ପଡ଼ିଯାଇଥିଲେ । ୭ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୬ ଜଣ ପହଁରି କୂଳକୁ ଆସିଥିବା ବେଳେ ଜଣେ ନିଖୋଜ ଅଛନ୍ତି । ନିଖୋଜ ମତ୍ସ୍ୟଜୀବୀ ହେଲେ ଏଙ୍ଗ. କାଳେୟା । ନିଖୋଜ ମତ୍ସ୍ୟଜୀବୀଙ୍କୁ ଖୋଜାଖୋଜି କରୁଛନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ ମାନେ । ଏପର୍ଯ୍ୟନ୍ତ ଉଦ୍ଧାରକାରୀ ଟିମ ପହଞ୍ଚିପାରିନି । ଆଜି ଭୋରରୁ ମାଛ ମାରିବା ପାଇଁ ୭ ଜଣ ମତ୍ସ୍ୟଜୀବୀ‌ ଡ଼ଙ୍ଗାରେ ସମୁଦ୍ରକୁ ଯାଇଥିଲେ ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading