ଓଡ଼ିଶାରେ ମୁକ୍ତିଲାଭ କରିଥିବା ପାଞ୍ଚଟି ସିନେମା ହେବ ଟାକ୍ସ ଫ୍ରି

Spread the love

ଓଡ଼ିଶାରେ ମୁକ୍ତିଲାଭ କରିଥିବା ପାଞ୍ଚଟି ସିନେମା ହେବ ଟାକ୍ସ ଫ୍ରି
ତିନି ହିନ୍ଦୀ ସିନେମା ସହ ଦମନ ଓ ଡେଲିଭେରୀ ବଏ ସିନେମାକୁ ମିଳିବ ପ୍ରତିପୁରଣ ରାଶି
ସିଟି/ଜିଏସଟି ଟ୍ୟାକ୍ସ ଯାହା ଆଦାୟ ହୋଇଛି ତାହା ପ୍ରଦାନ କରାଯିବ

ଓଡ଼ିଶାରେ ମୁକ୍ତିଲାଭ କରିଥିବା ପାଞ୍ଚଟି ସିନେମା ହେବ ଟାକ୍ସ ଫ୍ରି । ତିନି ହିନ୍ଦୀ ସିନେମା ସମେତ ଦମନ ଓ ଡେଲିଭେରୀ ବଏ ସିନେମାକୁ ମିଳିବ ପ୍ରତିପୁରଣ ରାଶି । ସିଟି/ଜିଏସଟି ଟ୍ୟାକ୍ସ ଯାହା ଆଦାୟ ହୋଇଛି ତାହା ପ୍ରଦାନ କରାଯିବ । ଏନେଇ ସିଟି ଜିଏସଟି କମିଶନର ଓ ଅର୍ଥ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି ।

ପାଞ୍ଚଟି ସିନେମା ମଧ୍ୟରେ ଓଡ଼ିଆ ଭାଷାରେ ନିର୍ମିତ ଦମନ ଓ ଡେଲିଭେରୀ ବଏ ରହିଛି । ଓଡ଼ିଶାରେ ସୁଟିଂ ହୋଇଥିବା ଚଳଚ୍ଚିତ୍ର ଜ୍ଵିଗାଟୋ, ଟ୍ୱେଲ୍ଥ ଫେଲ ଏବଂ ସାବରମତି ରିପୋର୍ଟକୁ ଫେରସ୍ତ ମିଳିବ ଟ୍ୟାକ୍ସ ଟଙ୍କା ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading