ଚୀନ ସୀମା ନିକଟରେ ଋଷର ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ ୨୪/୦୭: ମଝି ଆକାଶରେ ଗାୟବ ହୋଇଗଲା ବିମାନ। ୫୦ ଯାତ୍ରୀଙ୍କୁ ନେଇ ଉଡାଣ ଭରିଥିବା ଯାତ୍ରୀବାହୀ ବିମାନର ମିଳୁନି ପତ୍ତା…