RI, ARI, ଅମିନ, ICDS, SFS ପ୍ରିଲିମ୍‌ ପରୀକ୍ଷା ବାତିଲ୍

ଆରଆଇ,ଏଆରଆଇ, ଅମିନ, ଆଇସିଡିଏସ୍‌ ଓ ଏସ୍‌ଏଫଏସ ପ୍ରିଲିମ୍‌ ପରୀକ୍ଷା ବାତିଲ୍ କରିଛନ୍ତି OSSSC। ଏନେଇ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ଆଡ୍‌ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ। ପ୍ରିଲିମ ପରୀକ୍ଷାକୁ…