ମହାନଦୀ ଜଳବିବାଦ: ଆପୋଷ ସମାଧାନ ଦିଗରେ ଆଉ ଦୁଇପାଦ ଆଗେଇଲେ ଓଡ଼ିଶା-ଛତିଶଗଡ଼

ମହାନଦୀ ଜଳ ବିବାଦର ଆପୋଷ ସମାଧାନ ଦିଗରେ ଓଡ଼ିଶା ଓ ଛତିଶଗଡ଼ ସରକାର ଆଜି ଆଉ ଦୁଇପାଦ ଆଗକୁ ଯାଇଛନ୍ତି ।…