ଜାମିନ ଆବେଦନ ଖାରଜ, ବଢ଼ିଲା ଅଡ଼ୁଆ: ଗିରଫ ହୋଇପାରନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀ

୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କର ଅଡ଼ୁଆ ବଢ଼ିଛି। ଓଡ଼ିଶା ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେବା ପରେ…