ସାମରିକ ଶକ୍ତିରେ ବଡ଼ ବୃଦ୍ଧି: ଡ୍ରୋନ୍‌ରୁ ମିସାଇଲ ଲଞ୍ଚ କଲା ଭାରତ

ନୂଆଦିଲ୍ଲୀ,୨୫।୭: ଭାରତ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଜାତୀୟ ଓପନ୍ ଏରିଆ ରେଞ୍ଜ (NOAR)ରେ ଡ୍ରୋନ୍‌ଲଞ୍ଚ ସଠିକ୍ ମାର୍ଗନିର୍ଦ୍ଦିଷ୍ଟ ମିସାଇଲ (ULPGM-V3)ର ସଫଳତାର ସହିତ ପରୀକ୍ଷଣ…