ଆଫଗାନିସ୍ତାନରେ ୬.୦ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ, ୨୦ରୁ ଅଧିକ ମୃତ

ନୂଆଦିଲ୍ଲୀ: ମଧ୍ୟରାତ୍ରୀରେ ଥରିଲା ଆଫଗାନିସ୍ତାନ । ଶକ୍ତିଶାଳୀ ଭୂମିକମ୍ପରେ ୨୦ରୁ ଅଧିକ ମୃତ୍ୟୁ ଆଶଙ୍କା, ଶତାଧିକ ଆହତ । ରାତିରେ ସମସ୍ତେ ଶୋଇଥିବା…