NCERT ମଡ୍ୟୁଲରେ ଅପରେସନ ସିନ୍ଦୂର

Spread the love

ଅପରେସନ ସିନ୍ଦୂରରେ ଭାରତୀୟ ସେନାର ବୀରତ୍ବର ଗାଥା ପଢିବେ ଛାତ୍ରଛାତ୍ରୀ । ଏନେଇ NCERT ପକ୍ଷରୁ ସ୍ବତନ୍ତ୍ର ପୁସ୍ତିକା କରାଯାଇଛି । ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଭାରତ କିପରି ଦୃଢ ଭାବେ ଆତଙୀ ଆଡ୍ଡାକୁ ଟାର୍ଗେଟ କରି ନଷ୍ଟ କରିଥିଲା ଏନେଇ ତଥ୍ୟ ରଖାଯାଇଛି । ତୃତୀୟ ଶ୍ରେଶୀରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ପୁସ୍ତିକା ପ୍ରସ୍ତୁତ କରାଯାଇଛି । ଏହି moduleରେ କୁହାଯାଇଛି ପାକିସ୍ତାନ ଯଦିଓ ପହଲଗାମ ଆତଙ୍କବାଦୀ ଆକ୍ରମଣ ରେ ନିଜର ଭୂମିକାକୁ ଅସ୍ବୀକାର କରିଛି। କିନ୍ତୁ ଏହି ଆକ୍ରମଣ ପାକ ସେନା ଓ ପାକ ନେତାଙ୍କ ଆଦେଶରେ ହୋଇଛି।

ଅପରେସନ ସିନ୍ଦୁର ଭାରତର କେବଳ ସୈନ୍ୟ କାରବାର ନଥିଲା । ଏହା ନୀରିହ ଲୋକଙ୍କ ହତ୍ୟାର ପ୍ରତିଶୋଧ ଥିଲା । ଅପରେସନ ସିନ୍ଦୂରକୁ ସାରା ବିଶ୍ବର ମିଳିଥିଲା ସମର୍ଥନ । ଦେଶର ସୁରକ୍ଷା ପାଇଁ ଭାରତୀୟ ସେନା ଦେଖାଇଥିଲା ପରାକ୍ରମ । ଅପରେସନର ନାମ କାହିଁକି ଅପରେସନ ସିନ୍ଦୂର ରଖାଯାଇଥିଲା ତାର ତଥ୍ୟ ଉଲ୍ଲେଖ ରହିଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading