NAC ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବେଲପଡ଼ା ବନ୍ଦ ପାଳନ

Spread the love

ପାଟଣାଗଡ଼: ଜୋର ଧରିଛି ଏନ.ଏସି ମାନ୍ୟତା ଦାବି । ଏନ.ଏସି ମାନ୍ୟତା ଦାବି କରି ଆଜି ୧୨ଘଣ୍ଟିଆ ବେଲପଡା ବନ୍ଦ ପାଳନ କରାଯାଉଛି । ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବେଲପଡାବାସୀଙ୍କ ପକ୍ଷରୁ ବିଭିନ୍ନ ଛକରେ ପିକେଟିଂ କରି ବନ୍ଦ ପାଳନ କରାଯାଉଛି ।  ତାରିଣୀ ମନ୍ଦିର ଛକରେ ପିକେଟିଂ କରିବା ସହ ଆନ୍ଦୋଳନକାରୀମାନେ ଗାଡିମୋଟର ଅଟକାଇଛନ୍ତି । ଜରୁରୀ ସେବା କୁ ଛାଡି ବନ୍ଦ ଡାକରା ଯୋଗୁଁ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading