ପାଟଣାଗଡ଼: ଜୋର ଧରିଛି ଏନ.ଏସି ମାନ୍ୟତା ଦାବି । ଏନ.ଏସି ମାନ୍ୟତା ଦାବି କରି ଆଜି ୧୨ଘଣ୍ଟିଆ ବେଲପଡା ବନ୍ଦ ପାଳନ କରାଯାଉଛି । ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବେଲପଡାବାସୀଙ୍କ ପକ୍ଷରୁ ବିଭିନ୍ନ ଛକରେ ପିକେଟିଂ କରି ବନ୍ଦ ପାଳନ କରାଯାଉଛି । ତାରିଣୀ ମନ୍ଦିର ଛକରେ ପିକେଟିଂ କରିବା ସହ ଆନ୍ଦୋଳନକାରୀମାନେ ଗାଡିମୋଟର ଅଟକାଇଛନ୍ତି । ଜରୁରୀ ସେବା କୁ ଛାଡି ବନ୍ଦ ଡାକରା ଯୋଗୁଁ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି ।
Discover more from Emerging Odisha
Subscribe to get the latest posts sent to your email.