MKCG ରେ ରାତିଅଧରେ ଅଗ୍ନିକାଣ୍ଡ : ବାୟୋ କେମିଷ୍ଟ ବିଭାଗ କୋଠାରେ ସର୍ଟସର୍କିଟ କାରଣରୁ ନିଆଁ ସୂଚନା , କିଛି କର୍ମଚାରୀ ଅସୁସ୍ଥ

Spread the love

ଏମକେସିଜିରେ ଅଗ୍ନିକାଣ୍ଡ । ରୋଗୀ ନିଦାନ କେନ୍ଦ୍ରର ତଳ ମହଲାରେ ରହିଥିବା ବାୟୋ କେମିଷ୍ଟ ବିଭାଗ କୋଠାରେ ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ମୁଖ୍ୟ ପରୀକ୍ଷାଗାର ସହ ବାୟୋ କେମିକାଲ ସେକ୍ସନରେ ମଧ୍ୟ ରାତିରେ ନିଆଁ ଲାଗିଛି । ଶୀତ ତାପ ନିୟନ୍ତ୍ରିତରୁ ନିର୍ଗତ ଗ୍ୟାସ ନିର୍ଗତ ହୋଇ କିଛି କର୍ମଚାରୀ ଅସୁସ୍ଥ ହୋଇ ପଡ଼ିଥିବା ସୂଚନା ମିଳୁଛି । ସଟ୍‌ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଛି । ଅଘଟଣରେ ବିଭିନ୍ନ ବୈଦ୍ୟୁତିକ ଯନ୍ତ୍ରପାତି ସହ ରସାୟନ ପଦାର୍ଥ ଜଳି ଯାଇଥିବା ସୂଚନା ମିଳିଛି । ଶେଷ ଖବର ଅନୁସାରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading