ମୌସୁମୀ ଅଧିବେଶନ: ଚତୁର୍ଥ ଦିବସ ବି ଧୋଇଗଲା

ନୂଆଦିଲ୍ଲୀ : ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ଆଜି ମଧ୍ୟ ଉଭୟ ଗୃହରେ କୌଣସି କାର୍ଯ୍ୟ ହୋଇପାରିନି।  ବିହାରରେ ଏସ୍‌ଆଇଆର୍‌ (ସ୍ବତନ୍ତ୍ର…

ବାପା-ମାଙ୍କ ସେବା ପାଇଁ  ୩୦ ଦିନ ଛୁଟି ନେଇପାରିବେ କର୍ମଚାରୀ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଗୁରୁବାର ରାଜ୍ୟସଭାରେ କହିଛନ୍ତି ଯେ କେନ୍ଦ୍ର ସରକାରୀ କର୍ମଚାରୀମାନେ ବୃଦ୍ଧ ପିତାମାତାଙ୍କ ଯତ୍ନ…

୧ ବିଲିୟନ ଡଲାର ଟପିଲା ସୁନ୍ଦର ପିଚାଇଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୨୫ା୭: ଆଲଫାବେଟ୍ ସିଇଓ ସୁନ୍ଦର ପିଚାଇ ଏକ ବଡ଼ ଆର୍ଥିକ ସଫଳତାର ଶୃଙ୍ଗକୁ ଛୁଇଁଛନ୍ତି। ଯେଉଁଠାରେ ତାଙ୍କର ମୋଟ ସମ୍ପତ୍ତି (ନେଟ୍ ୱର୍ଥ)…

ଭାରତର ପଡ଼ୋଶୀ ଦେଶରେ ଯୁଦ୍ଧ ଆରମ୍ଭ: ମନ୍ଦିର ପାଇଁ ସଂଘର୍ଷ, ସୀମାରେ ଗୁଳିବର୍ଷା

ନୂଆଦିଲ୍ଲୀ: ଉଗ୍ର ରୂପ ନେଲା ସୀମା ବିବାଦ। ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ଜୋରଦାର ସଂଘର୍ଷ। ଏହି ସଂଘର୍ଷରେ ଥାଇ ସେନାର…

ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ନେବେ କମଲ ହାସନ

ନୂଆଦିଲ୍ଲୀ: ଅଭିନେତାରୁ ରାଜନେତା ପାଲଟିଥିବା ଏବଂ ମକ୍କାଲ ନିଧି ମୈୟମ (ଏମଏନଏମ) ମୁଖ୍ୟ କମଲ ହାସନ ଗୁରୁବାର ଅର୍ଥାତ୍ ଆଜି ରାଜ୍ୟସଭା…

ଚୀନ ସୀମା ନିକଟରେ ଋଷର ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ ୨୪/୦୭: ମଝି ଆକାଶରେ ଗାୟବ ହୋଇଗଲା ବିମାନ। ୫୦ ଯାତ୍ରୀଙ୍କୁ ନେଇ ଉଡାଣ ଭରିଥିବା ଯାତ୍ରୀବାହୀ ବିମାନର ମିଳୁନି ପତ୍ତା…

ତେଜପ୍ରତାପଙ୍କ ସ୍ବପ୍ନରେ ଆସିଲେ ମୋଦି: କହିଲେ, ଭାଜପାକୁ ଆସ… ମିଳିଲା ଏମିତି ଜବାବ

ପାଟନା,୨୪।୭: କିଛି ମାସ ମଧ୍ୟରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନ ପୂର୍ବରୁ ଲାଲୁ ପରିବାର ବହୁତ ଚର୍ଚ୍ଚାରେ…

ଆଜି ଐତିହାସିକ ଚୁକ୍ତି ସ୍ବାକ୍ଷର କରିବେ ମୋଦି

ଲଣ୍ଡନ,୨୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଐତିହାସିକ ୟୁକେ ଗସ୍ତରେ ଯାଇ ଲଣ୍ଡନ ପହଞ୍ଚିଛନ୍ତି। ଏଠାରେ ସେ ଆଗାମୀ ୨୪ ଘଣ୍ଟା…

ଅନିଲ ଅମ୍ବାନୀଙ୍କ କମ୍ପାନୀରେ ପଶିଲା ED: ୩,୦୦୦ କୋଟି ଟଙ୍କାର ଠକେଇ ଅଭିଯୋଗ

ମୁମ୍ବାଇ,୨୪।୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଗୁରୁବାର ଶିଳ୍ପପତି ଅନିଲ ଅମ୍ବାନୀଙ୍କ ମୁମ୍ବାଇରେ ଥିବା କମ୍ପାନୀଗୁଡ଼ିକ ସହିତ ଜଡିତ ଅନେକ ସ୍ଥାନରେ ଚଢାଉ…

ମୁମ୍ବାଇ ଟ୍ରେନ୍‌ ବିସ୍ଫୋରଣ ମାମଲା: ୧୨ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୭: ୨୦୦୬ ମୁମ୍ବାଇ ଟ୍ରେନ୍‌ ବିସ୍ଫୋରଣ ମାମଲାରେ ୧୨ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରାଯାଇଛି। ସୁପ୍ରିମକୋର୍ଟ ଗୁରୁବାର ବମ୍ବେ ହାଇକୋର୍ଟର ନିଷ୍ପତ୍ତି ବିରୋଧରେ…