ଖୋଲା ଚାଲିଛି ପୁରୁଣା କାଠ: ବେହରଣ ଦ୍ୱାରରେ ରୁପା ଚାଦର ଆବରଣ ଦେବାର କାମ ଆରମ୍ଭ ହୋଇଛି |

ପୁରୀ: ଶ୍ରୀମନ୍ଦିର ରୁପା ଦ୍ୱାର ନିର୍ମାଣ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଅନୁମତି ଦେଇଛି । ଅନୁମତି ମିଳିବା…

ମହାପ୍ରଭୁଙ୍କ ଚକ୍ର ଏମିତି ବୁଲିଲା ଯେ, ବାବାଙ୍କୁ ପ୍ରଶାସନ ପାସ୍‌ ଯୋଗାଇ ଦେଲା

ପୁରୀ : ଆଶା ପୂରଣ ହେଲା । ମହାପ୍ରଭୁଙ୍କ ଚକ୍ର ଏମିତି ବୁଲିଲା ଯେ, ବାବାଙ୍କୁ ପ୍ରଶାସନ ପାସ୍‌ ଯୋଗାଇ ଦେଲା…

ବିଶ୍ୱକର୍ମା ଓ ଭୋଇ ସେବକ ମିଶି ରଥରେ ପ୍ରଭା ସ୍ଥାପନ କରିଛନ୍ତି

ପୁରୀ: ଆଉ ମାତ୍ର ଦୁଇଦିନ ପରେ ମହାପ୍ରଭୁଙ୍କ ଘୋଷ ଯାତ୍ରା । ରଥ ନିର୍ମାଣ କାମ ସରିବା ଉପରେ । ଶୁକ୍ରବାର…

ଖୁବ୍ ଶୀଘ୍ର ତିନି ରଥର ୧୨ଟି ଦୁଆର ଘଡା ଉଠିବ

ପୁରୀ: ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ଠିଆ ହେଲାଣି ଶ୍ରୀବିଗ୍ରହଙ୍କ ତିନି ରଥ । ତିନି ରଥରେ ପାରାଭାଡି ଉଠାଇ ଖପୁରି ସ୍ଥାପନ…

ପୁରୀ ଶ୍ରୀଜଗନ୍ନାଥଙ୍କ ଛଡା ଅନ୍ୟ କେଉଁଠରେ ଅନୁଷ୍ଠିତ ହେବ ନାହଁ ଚଳିତ ବର୍ଷ ରଥଯାତ୍ରା।

ଓଡ଼ିଶା :ରାଜ୍ୟରେ କରୋନା କମିଥିବା ବେଳେ ଜୁଲାଇ ୧୨ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ସାମ୍ବାଦିକ ସମ୍ମିଳନୀରେ…

ରଥଖଳାରେ ୭୯ ଜଣ ସେବାୟତ କାର୍ଯ୍ୟରତ

ପୁରୀ : ରଥଖଳାରେ ୭୯ ଜଣ ସେବାୟତ କାର୍ଯ୍ୟରତ । ସେମାନଙ୍କ ମଧ୍ୟରୁ ୩୦ ଜଣ ମହାରଣା, ୩୦ ଜଣ ଭୋଇ…

ପିପିପି ମୋଡରେ ସମ୍‌ ହସ୍ପିଟାଲ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ଖୋଲିବ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ, ୧୯ରୁ ଚିକିତ୍ସା ଆରମ୍ଭ

ପୁରୀ : ସମ୍‌ ହସ୍ପିଟାଲ ସହଯୋଗରେ ପୁରୀର ଶ୍ରୀଜଗନ୍ନାଥ ମେଡିକାଲ କଲେଜ ହଷ୍ଟେଲରେ ସ୍ୱତନ୍ତ୍ର କୋଭିଡ୍‌ ଡାକ୍ତରଖାନା ନିର୍ମାଣ ଚାଲିଛି ।…

ଆଜି ଠୁ ବିନା ଭକ୍ତରେ ଆରମ୍ଭ ହେବ ଚନ୍ଦନ ଯାତ୍ରା

ପୁରୀ : ଶୁକ୍ରବାର ଅକ୍ଷୟ ତୃତୀୟା ତିଥିରେ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ନରେନ୍ଦ୍ର ପୁଷ୍କରିଣୀ ଠାରେ ଶୁଭାରମ୍ଭ ହେବ ।…

କୋଣାର୍କ ବେଳାଭୂମିରୁ ଅଜଣା ମହିଳାଙ୍କ ଶବ ଉଦ୍ଧାର

ପୁରୀ : ପୁରୀ ଜିଲ୍ଲା କୋଣାର୍କ ବେଳାଭୂମିରୁ ଆଜି ସକାଳୁ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ ।…

କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହେବ ଚଳିତବର୍ଷ ଚନ୍ଦନ ଯାତ୍ରା

ପୁରୀ : ଚଳିତବର୍ଷ ପୁରୀରେ ମନ୍ଦିର ବାହାରେ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ସମସ୍ତ କୋଭିଡ୍ କଟକଣାକୁ ଅନୁପାଳନ କରି…