ଭାସିଯାଇ ନିଖୋଜ ୟୁଟ୍ୟୁବର୍ ସାଗର, ଏଯାଏଁ ମିଳୁନି ପତ୍ତା…

୪ ଦିନ ବିତିଗଲା । ଡୁଡୁମା ଜଳପ୍ରପାତରେ ଭାସିଯାଇ ନିଖୋଜ ଥିବା ୟୁଟ୍ୟୁବର୍ ସାଗର କୁଣ୍ଡୁଙ୍କ ଏଯାଏ ମିଳିଲାନି ପତ୍ତା ।…

କୋରାପୁଟରେ କାଚୁଛି ବର୍ଷା : ୨ ଦିନ ପାଇଁ ଟ୍ରେନ୍ ଚଳାଚଳ ବାତିଲ

ଲଘୁଚାପ ପ୍ରଭାବରେ କୋରାପୁଟରେ ଜାରି ରହିଛି ବର୍ଷା । ଲଗାଣ ବର୍ଷା ଫଳରେ ଲକ୍ଷ୍ମୀପୁର ବ୍ଲକ୍ କାକିରିଗୁମ୍ମା ଥାନା ଅନ୍ତର୍ଗତ ତଳମେଟିଂ…

କୋରାପୁଟ ଗସ୍ତରେ ମୁଖ୍ୟମନ୍ତ୍ରୀ; ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲର କଲେ ଉଦଘାଟନ

 କୋରାପୁଟ ଗସ୍ତରେ ମୁଖ୍ୟମନ୍ତ୍ରୀ । ଆଜି ଗସ୍ତର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି…

ଜୟପୁରରେ ହିତାଧିକାରୀଙ୍କୁ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଜୟପୁର: ଆଜି ରାଖୀ ପୂର୍ଣ୍ଣିମାରେ ଜୟପୁର ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀଙ୍କୁ ବ‌ାଣ୍ଟିଛନ୍ତି ସୁଭଦ୍ରାର ତୃତୀୟ କିସ୍ତି।…

ମଶାଣି ଯିବାକୁ ବାଟ ନାହିଁ ; ଶବ ସତ୍କାର ପାଇଁ ଭରା ନଈ ପାରି ହେଲେ ସମ୍ପର୍କୀୟ

 ଜୀବନ ଥାଉ ଥାଉ ଅନେକ ସମୟରେ ମୌଳିକ ସୁବିଧାରୁ ବଞ୍ଚିତ ହେବାକୁ ପଡ଼େ । କେତେବେଳେ ପ୍ରଶାସନିକ ଉଦାରତା ତ କେତେବେଳେ…

ବୋଲବମ୍ ଭ୍ୟାନ୍ ଧକ୍କାରେ ବାପା ଓ ପାଞ୍ଚ ବର୍ଷ ପୁଅର ମୃତ୍ୟୁ

ବୋଲବମ୍ ଭ୍ୟାନ ଧକ୍କାରେ ବାଇକରେ ଥିବା ବାପା ଓ ପାଞ୍ଚ ବର୍ଷ ପୁଅ ମୃତ୍ୟୁବରଣ କରିଛନ୍ତି। ଏଭଳି ହୃଦୟବିଦାରକ ଘଟଣା ଘଟିଛି…

ଅଗଷ୍ଟ ୯ରେ କୋରାପୁଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଜୟପୁରରେ ବାଣ୍ଟିବେ ତୃତୀୟ ପର୍ଯ୍ୟାୟ ସୁଭଦ୍ରା କିସ୍ତି

ଜୟପୁର,୨୯/୦୭: ଆସନ୍ତା ୯ ତାରିଖରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଗସ୍ତରେ ଆସିବେ । ଜୟପୁରରୁ ସୁଭଦ୍ରା ଯୋଜନାର ତୃତୀୟ…

ବନ୍ଧାହେଲେ କୋଟିପତି ଜଙ୍ଗଲବାବୁ: ଘରୁ ମିଳିଥିଲା ୧ କୋଟି ୪୩ ଲକ୍ଷ ଟଙ୍କା, ଦେଢ଼ କେଜି ସୁନା

ଭୁବନେଶ୍ୱର।ଜୟପୁର ୨୬।୭: ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଶନିବାର ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ…

ଡେପୁଟି ରେଞ୍ଜରଙ୍କ ଘରେ ବିଡ଼ା ବିଡ଼ା ଟଙ୍କା, ଜବତ ହେଲାଣି ନଗଦ ୧ କୋଟି ୪୪ ଲକ୍ଷ ଟଙ୍କା

କୋରାପୁଟ/ଜୟପୁର,୨୫ା୭ ଜୟପୁର ଫରେଷ୍ଟ ଡିଭିଜନର ଡେପୁଟି ରେଞ୍ଜର ତଥା ଇନଚାର୍ଜ ରେଞ୍ଜର ରାମଚନ୍ଦ୍ର ନାୟକଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

ବଗିରୁ ବଗି ଅଲଗା ହୋଇ ୩ ଘଣ୍ଟା ଅଟକିଲା ହୀରାଖଣ୍ଡ ଏକ୍ସପ୍ରେସ

ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ ରବିବାର ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ଟ୍ରେନ୍‌ର cop ଲିଙ୍କ୍‌ ଛିଣ୍ଡି ଯିବାରୁ…