ଫାଟିଲା ଗ୍ୟାସ ଟାଙ୍କି, ନିଆଁରେ ଜଳିଗଲେ ବସ୍ତାର ୭ ଜଣ ଓଡ଼ିଆ

ହାଇଦ୍ରାବାଦରେ: ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ। ନିଆଁରେ ଜଳିଗଲେ ୭ ଜଣ ଓଡ଼ିଆ। ଏମିତି ହୃଦୟ ବିଦାରକ ଘଟଣା ଘଟିଛି ହାଇଦ୍ରାବାଦରେ।…

40 ମିନିଟ୍ କ’ଣ କଥା ହେଲେ ମୋଦି-ଜିନପିଙ୍ଗ ?

ଭାରତ-ଚୀନ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନାSCO ସମିଟ ପୂର୍ବରୁ ମୋଦି-ଜିନପିଙ୍ଗ ବୈଠକପାରସ୍ପରିକ ବିଶ୍ବାସ ଓ ସମ୍ମାନ ଆଧାରରେ ସମ୍ପର୍କକୁ ଆଗକୁ ନେବାକୁ ପ୍ରତିବଦ୍ଧ…

ବନ୍ଧନ ବ୍ୟାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ

RBI ନିୟମ ଭଙ୍ଗ ଅଭିଯୋଗରେ ବନ୍ଧନ ବ୍ୟାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ୪୪.୭ ଲକ୍ଷ ଟଙ୍କାର ଜରିମାନା ଲାଗୁ ବୈଧାନିକ ଯାଞ୍ଚରେ…

୭ ବର୍ଷ ପରେ ଚୀନ ମାଟିରେ ପ୍ରଧାନମନ୍ତ୍ରୀ ମୋଦି, ଆସନ୍ତାକାଲି SCO ସମିଟରେ ଦେବେ ଯୋଗ

ଚୀନରେ ପହଞ୍ଚିଲେ ମୋଦିପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତଜାପାନ ଗସ୍ତ ସାରି ଚୀନରେ ପହଞ୍ଚିଲେ ପିଏମ୍‌ଆସନ୍ତାକାଲି ଏସସିଓ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ…

ବେଲପାହାଡ଼ ମ୍ୟୁନିସିପାଲିଟି ଦୁର୍ନୀତି ଘଟଣା, ପୂର୍ବତନ ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂ ନିଲମ୍ବିତ

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ବେଲପାହାଡ଼ ମ୍ୟୁନିସିପାଲଟି ଦୁର୍ନୀତି ଘଟଣାରେ ଆଉ ଏକ କାର୍ଯ୍ୟାନୁଷ୍ଠାନ। ତତ୍କାଳୀନ ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂ ନିଲମ୍ବିତ।ସ୍ବତନ୍ତ୍ର ଅଡିଟ୍ ରିପୋର୍ଟ…

ପୁଲିସ୍ ଏସଆଇ ଓ ଇନ୍ସପେକ୍ଟରଙ୍କୁ ମିଳିଲା ଅଧିକ କ୍ଷମତା

ଏଣିକି ଅନୁସୂଚିତ ଜାତି ଓ ଜନଜାତି ମାମଲାର ତଦନ୍ତ କରିପାରିବେ ପୁଲିସ ଏସଆଇ ଓ ଇନ୍ସପେକ୍ଟର ପାହ୍ୟାର ଅଧିକାରୀ । ଏଭଳି…

ମହାନଦୀ ଜଳବିବାଦ: ଆପୋଷ ସମାଧାନ ଦିଗରେ ଆଉ ଦୁଇପାଦ ଆଗେଇଲେ ଓଡ଼ିଶା-ଛତିଶଗଡ଼

ମହାନଦୀ ଜଳ ବିବାଦର ଆପୋଷ ସମାଧାନ ଦିଗରେ ଓଡ଼ିଶା ଓ ଛତିଶଗଡ଼ ସରକାର ଆଜି ଆଉ ଦୁଇପାଦ ଆଗକୁ ଯାଇଛନ୍ତି ।…

ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ବଡ଼ ଦାୟିତ୍ୱ ମିଳିପାରେ

ମେଷ : ଯେଉଁମାନେ ସମ୍ପର୍କରେ ଅଛନ୍ତି, ସେମାନଙ୍କ ପାଇଁ ଯୋଗାଯୋଗ ଜାରି ରଖିବା ଗୁରୁତ୍ୱପୂର୍ଣ୍ଣ । ଯେକୌଣସି ବିଚାରାଧୀନ ସମସ୍ୟାକୁ ସଚ୍ଚୋଟତାର ସହିତ…

ନକଲି ସୁନା ଦେଇ ୬ଟି ବ୍ୟାଙ୍କରୁ ୨୪ ଲକ୍ଷ ଟଙ୍କା ଠକେଇ ମାମଲାରେ ୩ ଗିରଫ

ନକଲି ସୁନା ଚୁଡ଼ି ଦେଇ ୬ଟି ବ୍ୟାଙ୍କରୁ ୨୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ପୁଲିସ…

SC/STଙ୍କ ଉତ୍ଥାନ ବିନା ରାଜ୍ୟର ବିକାଶ ହୋଇପାରିବ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୮: SC/ST ଜାତୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଦେଶର ବିକାଶ ପାଇଁ…