ଆଜି ଏନଡିଏ କରିପାରେ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା, ପ୍ରଧାନମନ୍ତ୍ରୀ ମୋଦୀ, ଜେ.ପି ନଡ୍ଡାଙ୍କ ଉପସ୍ଥିତିରେ ବୈଠକରେ ହୋଇପାରେ ନିଷ୍ପତ୍ତି

ଆଜି ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିପାରେ ଏନଡିଏ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା,…

YouTube ନା Instagram : କେଉଁଥିରୁ ମିଳେ ଅଧିକ ଟଙ୍କା

ଆଜିର ସମୟରେ ସୋସିଆଲ ମିଡିଆ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ଆୟର ଏକ ବଡ଼ ଉତ୍ସ ପାଲଟିଛି। ଲକ୍ଷ…

ଏଲଏସି ନିକଟରେ ବଡ଼ ରେଳପ୍ରକଳ୍ପ କରିବାକୁ ଯାଉଛି ଚୀନ, ୨୦୩୫ ସୁଦ୍ଧା ଶେଷ ହେବ କାମ

ନୂଆଦିଲ୍ଲୀ:  ସୀମା ନିକଟରେ ଚୀନର ବଡ଼ ଚକ୍ରାନ୍ତ । ବ୍ରହ୍ମପୁତ୍ର ନଦୀରେ ବଡ଼ ଡ୍ୟାମ ପରେ ଏବେ ଏଲଏସି ନିକଟରେ ବଡ଼…

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷାର ତାଣ୍ଡବ, ଆଗାମୀ ୩ ଦିନ ପର୍ଯ୍ୟନ୍ତ କେଦାରନାଥ ଯାତ୍ରା ବନ୍ଦ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ତାଣ୍ଡବ ରଚୁଛି ମୌସୁମୀ । ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଉଠିଛି । ଏହି କାରଣରୁ ପାଣିପାଗ…

ପୂର୍ବତନ ମେୟର୍‌ ଶିବ ଶଙ୍କର ଦାସଙ୍କୁ ହତ୍ୟା ଧମକ, ଥାନାରେ ଅଭିଯୋଗ ପରେ ପୁଲିସର ଛାନ୍‌ଭିନ୍‌

ବ୍ରହ୍ମପୁର ୧୨/୦୮: ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାସ  (ପିଣ୍ଟୁ)ଙ୍କୁ ହତ୍ୟା ଧମକ । ଜଣେ ପେଶାଦାର ଅପରାଧୀ ତାଙ୍କୁ…

ଅଭିନେତା କମଲ ହାସନଙ୍କୁ ହତ୍ୟା ଧମକ : ସନାତନ ବିରୋଧୀ ବୟାନବାଜି ପାଇଁ ଗଳା କାଟିବାକୁ ଧମକ

ନିକଟରେ ସନାତନ ଧର୍ମ ଉପରେ ଟିଭି ଅଭିନେତାଙ୍କ ମନ୍ତବ୍ୟକୁ ନେଇ ତାମିଲ ସୁପରଷ୍ଟାର କମଲ ହାସନଙ୍କୁ ହତ୍ୟା ଧମକ ମିଳିଛି ।…

କୁଆଖାଇ ସେତୁ ଉପରେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ଭୁବନେଶ୍ୱର : ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ । ବାରଙ୍ଗ କୁଆଖାଇ ସେତୁ ଉପରେ ସ୍କୁଟି ଚାଳକଙ୍କୁ ଅଜଣା ଗାଡ଼ି ଧକ୍କା…

ସଚିବସ୍ତରୀୟ ବୈଠକ; ୧୦ଟି ଦିଗ ଉପରେ ଫୋକସ୍ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ସଚିବ ସ୍ତରୀୟ ବୈଠକ । ବୈଠକରେ ୧୦ଟି ଦିଗ ଉପରେ ଫୋକସ…

ମୋଦିଙ୍କୁ ଧମକ ଦେଲେ ବିଲାୱଲ ଭୁଟ୍ଟୋ: ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ

ଇସଲାମାବାଦ୍‌,୧୨।୮: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିରଙ୍କ ପରେ, ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ମଧ୍ୟ ଭାରତକୁ ଯୁଦ୍ଧ…

୨୦୨୪ ନିର୍ବାଚନରେ ଭୋଟ ଚୋରି ଅଭିଯୋଗରେ ହାଇକୋର୍ଟ ଯିବ ବିଜେଡି

ଭୁବନେଶ୍ୱର,୧୨ା୮: ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ସୋମବାର ଘୋଷଣା କରିଛି ଯେ ୨୦୨୪ ସାଧାରଣ ନିର୍ବାଚନ ସମୟରେ ଭୋଟରେ ଅସଙ୍ଗତି…