ଆଠଗଡ଼ରେ ଉତ୍ପାତ କରୁଛନ୍ତି ହାତୀ; ଚିନ୍ତାରେ ବନ ବିଭାଗ

Spread the love

ଆଠଗଡ଼ : ହାତୀ ପାଇଁ ଟେନସନରେ ବନବିଭାଗ । ଆଠଗଡ଼ ବନଖଣ୍ଡ ଅଧିନ ଓରନ୍ଦା ଜଙ୍ଗଲରେ ୧୮ ଟିକିଆ ହାତୀ ପଲ୍ଲ ପାଇଁ ବନ ବିଭାଗ ଏବେ ଗାଁକୁ ଗାଁକୁ ବୁଲି ସଚେତନ କରୁଛି । ହାତୀ ସହ ଲଢ଼େଇ ନ କରି ବନ ବିଭାଗକୁ ତୁରନ୍ତ ଖବର ଦେବା ପାଇଁ ବିଭାଗ ମାଇକ ଯୋଗେ ଅନୁରୋଧ କରାଯାଇଛି । ୧୮ ଟିକିଆ ହାତୀ ପଲ୍ଲ ମଧ୍ୟରୁ ୬ଟି ଦନ୍ତା ରହିଥିବା ବନବିଭାଗ ସୂଚନା ଦେଇଛି ।

ହାତୀ ମାନଙ୍କ ଗତିବିଧି ଉପର ତୀକ୍ଷ୍ମ ନଜର ରଖିଛି ବନବିଭାଗ । ଓରନ୍ଦା ଜଙ୍ଗଲରେ ଏକ ୱାଚଟାୱର ଉପରେ ରହି ହାତୀ ମାନଙ୍କର ଚଳପ୍ରଚଳ ଉପରେ ଦୂରବିକ୍ଷଣ ଯନ୍ତ୍ର ସାହାଯ୍ୟରେ ନଜର ରଖାଯାଇଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading