ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଁସଦା । ଘର ସମେତ ୬ଟି ସ୍ଥାନରେ ଏକକାଳୀନ ରେଡ୍ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ କରୁଛି ଭିଜିଲାନ୍ସ । ଭୁବନେଶ୍ୱର, ବାରିପଦା ଏବଂ ବୌଦ୍ଧରେ ରେଡ ଚାଲିଛି।
ବାରିପଦା ପ୍ରଫୁଲ ନଗରରେ ପୈତୃକ ଘର, ବୌଦ୍ଧରେ ଭଡା ଘର, ବୌଦ୍ଧ RTOରେ ଅଫିସ ଚାମ୍ବର, ମୟୁରଭଞ୍ଜରେ ପୈତୃକ ଘର, ପାଣ୍ଡରାରେ ଝିଅର ଭଡ଼ା ଘର ଏବଂ ବାରିପଦାରେ ସହଯୋଗୀଙ୍କ ଘରେ ରେଡ୍ । ଚଢାଉରେ ସାମିଲ ଅଛନ୍ତି ୪ଜଣ DSP, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ।
Discover more from Emerging Odisha
Subscribe to get the latest posts sent to your email.