ବୋଲବମ୍ ଭ୍ୟାନ୍ ଧକ୍କାରେ ବାପା ଓ ପାଞ୍ଚ ବର୍ଷ ପୁଅର ମୃତ୍ୟୁ

Spread the love

ବୋଲବମ୍ ଭ୍ୟାନ ଧକ୍କାରେ ବାଇକରେ ଥିବା ବାପା ଓ ପାଞ୍ଚ ବର୍ଷ ପୁଅ ମୃତ୍ୟୁବରଣ କରିଛନ୍ତି। ଏଭଳି ହୃଦୟବିଦାରକ ଘଟଣା ଘଟିଛି କୋରାପୁଟ ସଦର ଜାତୀୟ ରାଜପଥ ୩୨୬ର କନ୍ୟାଶ୍ରମ ନିକଟରେ। ଭ୍ୟାନଟି କାକରିଗୁମାରୁ ବୋଲ ଭମ ଭକ୍ତଙ୍କୁ ଧରି ଗୁପ୍ତେଶ୍ୱର ଅଭିମୁଖେ ଯାଉଥିଲା। ଏବଂ ବାଇକ ଆରୋହୀ ଜଣକ କୋରାପୁଟର ପୋଡାଗଡ ଅଭିମୁଖେ ଯାଇଥିଲେ। ମୃତକଙ୍କ ପରିଚୟ ମିଳି ପାରିନାହିଁ। ବାପା ପୁଅଙ୍କ ମୃତଦେହ ରାସ୍ତାରେ ପଡ଼ି ରହିଛି।

ସୂଚନା ଅନୁଯାୟୀ, ଭ୍ୟାନଟି କାକରିଗୁମାରୁ ବୋଲ ଭମ ଭକ୍ତଙ୍କୁ ଧରି ଗୁପ୍ତେଶ୍ୱର ଅଭିମୁଖେ ଯାଉଥିଲା। ଏବଂ ବାଇକ ଆରୋହୀ ଜଣକ କୋରାପୁଟର ପୋଡାଗଡ ଅଭିମୁଖେ ଯାଇଥିଲେ। ମୃତକଙ୍କ ପରିଚୟ ମିଳି ପାରିନାହିଁ। ବାପା ପୁଅଙ୍କ ମୃତଦେହ ରାସ୍ତାରେ ପଡ଼ି ରହିଛି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading