ଭୁବନେଶ୍ୱର,,୩୦।୭: ପିସିସିଏଫ ପ୍ରେମ କୁମାର ଝା ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ସାତକୋଶିଆରେ ବାଘ ଶୂନ୍ୟ ହୋଇଯାଇଥିବା ପିସିସିଏଫ ଝା ପ୍ରକାଶ କରିଛନ୍ତି। ବର୍ତ୍ତମାନ ସାତକୋଶିଆକୁ କୌଣସି ବାଘ ଆଣିବାକୁ ଯୋଜନା ନାହିଁ। ୫ ବର୍ଷ ତଳେ ସାତକୋଶିଆରେ ବାଘ ରହିଥିଲେ, ବର୍ତ୍ତମାନ ଆଉ ବାଘ ନ ଥିବା ସେ କହିଛନ୍ତି।
Discover more from Emerging Odisha
Subscribe to get the latest posts sent to your email.