ବସ୍ ଟ୍ରକ୍ ଦୁର୍ଘଟଣା , ୧୮ କାଉଡିଆ ମୃତ

Spread the love

୧୮ ଜଣ କାଉଡିଆଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଝାଡ଼ଖଣ୍ଡର ଦେଓଘର ରେ ଘଟିଛି ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏନେଇ ସୂଚନା ବିଜେପି ଦେଇଛନ୍ତି ସାଂସଦ ନିଶିକାନ୍ତ ଦୁବେ ।

ବସ୍ ଟ୍ରକ୍ ଦୁର୍ଘଟଣାରେ ଚାଲିଗଲା କାଉଡିଆଙ୍କ ଜୀବନ । ୧୮ ଜଣ କାଉଡିଆଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଝାଡ଼ଖଣ୍ଡର ଦେଓଘର ରେ ଘଟିଛି ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏନେଇ ସୂଚନା ବିଜେପି ଦେଇଛନ୍ତି ସାଂସଦ ନିଶିକାନ୍ତ ଦୁବେ । ବୈଦନାଥ ପୀଠରେ ପାଣି ଢାଳି ଫେରୁଥିବା ବେଳେ ଘଟିଛି ଏପରି ଦୁର୍ଘଟଣା । ୨୦ରୁ ଉର୍ଦ୍ଧ୍ବ କାଉଡିଆ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading