ହୀରାକୁଦ ଜଳଭଣ୍ଡାରରୁ ଖୋଲିଲା ୪ ଗେଟ୍‌

Spread the love

ସମ୍ବଲପୁର,୨୪ା୭: ହୀରାକୁଦ ଜଳଭଣ୍ଡାରରରୁ ଶୁକ୍ରବାର ଆଉ ୪ଟି ଗେଟ୍‌ ଖୋଲିଯାଇଛି। ବିର୍ତ୍ତମାନ ୮ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ବାମ ପାର୍ଶ୍ୱର ୫ଟି ଓ ଡାହାଣ ପାର୍ଶ୍ୱର ୩ଟି ସ୍ଲୁଇସ ଗେଟ୍‌ ଜରିଆରେ ମହାନଦୀକୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି।

ଅପରପକ୍ଷରେ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁ ଅଧିକ ପରିମାଣର ବନ୍ୟାଜଳ ଜଳଭଣ୍ଡାରର ପ୍ରବେଶ କରୁଛି। ଖଫଳରେ ଜଳଭଣ୍ଡାରର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading