ପୂର୍ବ ଗୁଳିକାଣ୍ଡ ପାଇଁ ଖଲିସ୍ତାନୀ ଆତଙ୍କବାଦୀ ହରଜିତ୍ ସିଂହ ଲାଡ୍ଡିର ସଂଗଠନ ନିଜକୁ ଦାୟୀ କରିଥିଲା । କପିଲ ଶର୍ମା ଓ ତାଙ୍କ ପତ୍ନୀ ଗିନ୍ନି ଚତରଥ ପ୍ରାୟ ଦୁଇ ବର୍ଷ ପୂର୍ବରୁ କାନାଡାରେ କାଫେ ବ୍ୟବସାୟ ଆରମ୍ଭ କରିଥିଲେ ।
ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାଫେରେ ପୁଣି ଗୁଳିକାଣ୍ଡ । କାଫେ୍ ଉପରେ ଅଚାନକ ଗୁଳିବର୍ଷା କରିବା ସହ ଭିଡିଓ ଜାରି କରି ଗ୍ୟାଙ୍ଗଷ୍ଟର ଗୋଲ୍ଡି ଢିଲୋନ ନିଜକୁ ଦାୟୀ କରିଛି । କମେଡି କିଙ୍ଗ୍ କପିଲ ଶର୍ମାଙ୍କ କାନାଡା ସ୍ଥିତି କ୍ୟାଫେରେ ଗତମାସରେ ମଧ୍ୟ ଗୁଳିକାଣ୍ଡ ଘଟିଥିଲା ।
ପୂର୍ବ ଗୁଳିକାଣ୍ଡ ପାଇଁ ଖଲିସ୍ତାନୀ ଆତଙ୍କବାଦୀ ହରଜିତ୍ ସିଂହ ଲାଡ୍ଡିର ସଂଗଠନ ନିଜକୁ ଦାୟୀ କରିଥିଲା । କପିଲ ଶର୍ମା ଓ ତାଙ୍କ ପତ୍ନୀ ଗିନ୍ନି ଚତରଥ ପ୍ରାୟ ଦୁଇ ବର୍ଷ ପୂର୍ବରୁ କାନାଡାରେ କାଫେ ବ୍ୟବସାୟ ଆରମ୍ଭ କରିଥିଲେ । ଯାହାର ନାଁ ରହିଥିଲା ‘କ୍ୟାପ୍ସ କାଫେ’।
Discover more from Emerging Odisha
Subscribe to get the latest posts sent to your email.