ସମ୍ବଲପୁରରେ ଭିଜିଲାନ୍ସ ରେଡ । ଡ୍ରଗ୍ସ କଣ୍ଟ୍ରୋଲର ଅଫିସ ର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସରଙ୍କ ଘରେ ଚାଲିଛି ରେଡ । ଦେବାଶିଷ ପଣ୍ଡାଙ୍କ ବାସ ଭବନ ଗ୍ରେଟର ସମ୍ବଲପୁର, କାଇଁସିର ସ୍ଥିତ କାର୍ଯ୍ଯାଳୟରେ ଚଢାଉ ଚାଲିଛି । ସେହିଭଳି ଭୁବନେଶ୍ବର ସମେତ ଅନ୍ୟ କିଛି ସ୍ଥାନରେ ମଧ୍ୟ ଚଢାଉ ଜାରି ରହିଛି । ଏକକାଳୀନ ୭ଟି ସ୍ଥାନରେ ଏହି ଚଢାଉ ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ରେଡ କରାଯାଉଛି ।
Discover more from Emerging Odisha
Subscribe to get the latest posts sent to your email.