ମାଲକାନଗିରି ବାୟାପଡ଼ା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୧୫ ଯାତ୍ରୀ ଆହତ

Spread the love

: ମାଲକାନଗିରି ବାୟାପଡ଼ା ଘାଟିରେ ଓଲଟିଲା ଭ୍ୟାନ୍ । ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ବାୟାପଡା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଗାଡ଼ି । 

କୁଡୁମୁଲୁଗୁମ୍ମା ସାପ୍ତାହିକ ହାଟକୁ ଆସିବାବେଳେ ଓଲଟିପଡିବାରୁ ଯାତ୍ରୀ ଆହତ ହୋଇଛନ୍ତି । ଆହାତଙ୍କୁ ଉଦ୍ଧାର କରି କୁଡୁମୁଲୁଗୁମ୍ମା ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଟିମ୍ ପହଂଚି ଲୋକଙ୍କୁ ଉଦ୍ଧାର କରିଛି । ଗାଡ଼ିରେ ୨୫ ଜଣ ଥିବା ବେଳେ ୧୫ ଜଣ ଅହତ ହୋଇଛନ୍ତି । 


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading