ବଢୁଛି ହୀରାକୁଦର ଜଳସ୍ତର, ଖୋଲିଲା ୪ଟି ଗେଟ୍

Spread the love

ଖୋଲିଲା ହୀରାକୁଦର ୪ଟି ଗେଟ୍‌ । ଜଳସ୍ତର ବୃଦ୍ଦି ପାଉଥିବାରୁ ଖୋଲିଲା ଗେଟ୍ । ୨୪ ଘଣ୍ଟା ମଧ୍ୟରେ ୩ ଫୁଟ ବଢିଛି ହୀରାକୁଦର ଜଳସ୍ତର । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୦ ଦଶମିକ ୩୭ ଫୁଟ ରହିଛି ।

ଡ୍ୟାମକୁ ୨ ଲକ୍ଷ ୨୫ ହଜାର ୩୫୫ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩୪ ହଜାର ୭୫୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି । କ୍ୟାଚମେଣ୍ଟ ଅଂଚଳରେ ପ୍ରବଳ ବର୍ଷା ପାଇଁ ଆଜି ହୀରାକୁଦ ଗେଟ ଖୋଲାଯାଇଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading