ଫାଟିଲା ଗ୍ୟାସ ଟାଙ୍କି, ନିଆଁରେ ଜଳିଗଲେ ବସ୍ତାର ୭ ଜଣ ଓଡ଼ିଆ

Spread the love

ହାଇଦ୍ରାବାଦରେ: ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ। ନିଆଁରେ ଜଳିଗଲେ ୭ ଜଣ ଓଡ଼ିଆ। ଏମିତି ହୃଦୟ ବିଦାରକ ଘଟଣା ଘଟିଛି ହାଇଦ୍ରାବାଦରେ। ହାଇଦ୍ରାବାଦର କୁକୁଟପାଳିରେ ଥିବା ଆଜବେସ୍ଟସ କଲୋନୀରେ ରହୁଥିବା ଓଡ଼ିଆ ଶ୍ରମିକଙ୍କ ଘରେ ଘଟିଛି ଏହି ଘଟଣା। ଘର ଭିତରେ ସମସ୍ତେ ଶୋଇଥିବାବେଳେ ଭୋର ସମୟରେ ଗ୍ୟାସ ଟାଙ୍କି ଫାଟି ସବୁଠି ନିଆଁ ଲାଗିଯାଇଥିଲା।

ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ। ନିଆଁରେ ଜଳିଗଲେ ୭ ଜଣ ଓଡ଼ିଆ। ଏମିତି ହୃଦୟ ବିଦାରକ ଘଟଣା ଘଟିଛି ହାଇଦ୍ରାବାଦରେ। ହାଇଦ୍ରାବାଦର କୁକୁଟପାଳିରେ ଥିବା ଆଜବେସ୍ଟସ କଲୋନୀରେ ରହୁଥିବା ଓଡ଼ିଆ ଶ୍ରମିକଙ୍କ ଘରେ ଘଟିଛି ଏହି ଘଟଣା। ଘର ଭିତରେ ସମସ୍ତେ ଶୋଇଥିବାବେଳେ ଭୋର ସମୟରେ ଗ୍ୟାସ ଟାଙ୍କି ଫାଟି ସବୁଠି ନିଆଁ ଲାଗିଯାଇଥିଲା। ଆହତ ଶ୍ରମିକଙ୍କ ମଧ୍ୟରେ ୩ ଶିଶୁ,ଦୁଇ ମହିଳା ଓ ଦୁଇ ଜଣ ପୁରୁଷ ଅଛନ୍ତି। ଆହତ  ସମସ୍ତଙ୍କ ଘର ବାଲେଶ୍ବର ଜିଲ୍ଲାର ବସ୍ତା ଅଞ୍ଚଳରେ। ଆହତ ଗୀତା ଓ ରୁନିଙ୍କ ଘର ବସ୍ତାସ୍ଥିତ ମୁଳିଦା ଅଞ୍ଚଳରେ।  ସମସ୍ତ ଆହତ ବ୍ୟକ୍ତିଙ୍କୁ ଓସମାନିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ରୁଷ ଅଛନ୍ତି। ସମସ୍ତ ଆହତଙ୍କ ଘର ବାଲେଶ୍ବର ଜିଲ୍ଲାର ବସ୍ତା ଅଞ୍ଚଳରେ। ଆହତ ଗୀତା ଓ ରୁନିଙ୍କ ଘର ବସ୍ତାସ୍ଥିତ ମୁଳିଦା ଅଞ୍ଚଳରେ।  ସମସ୍ତ ଆହତ ବ୍ୟକ୍ତିଙ୍କୁ ଓସମାନିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହାଇଦ୍ରାବାଦରେ ଥିବା ଓଡ଼ିଆ ସଂଗଠନ ଉତ୍କଳ ସେବା ସଂଘ ଓ ଉତ୍କଳ ଜନନୀ ଓ ହାଇଦ୍ରବାଦସ୍ଥିତ ଓଡ଼ିଆ ସଂଗଠନର ସ୍ବେଛାସେବୀମାନେ ସ୍ବେଛାକୃତ ଭାବେ ଆହତ ପରିବାରକୁ ସାହାଯ୍ୟ କରୁଛନ୍ତି । ଓଡ଼ିଶା ସରକାର ଏହାକୁ ଗୁରୁତ୍ୱର ସହ ନେଇ ଆହତ ଓଡ଼ିଆ ଶ୍ରମିକଙ୍କ ଚିକିତ୍ସା ପାଇଁ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading