ଟ୍ରମ୍ପଙ୍କ ଟାରିଫ୍‌ ନୀତିକୁ କଡ଼ା ସମାଲୋଚନା କଲେ ପ୍ରତିରକ୍ଷା ମନ୍ତ୍ରୀ

Spread the love

ଟାରିଫ ନୀତିକୁ ନେଇ ଟ୍ରମ୍ପଙ୍କୁ କଡ଼ା ସମାଲୋଚନା… ଆମେରିକା ରାଷ୍ଟ୍ରପତିଙ୍କୁ `ସବକେ ବସ୍’ କହି କଟାକ୍ଷ କଲେ ଭାରତର ପ୍ରତିରକ୍ଷାମନ୍ତ୍ରୀ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ନୀତିକୁ କଡ଼ା ସମାଲୋଚନା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ କହିଛନ୍ତି, କିଛି ଲୋକ ଭାରତର ଦ୍ରୁତ ଅଭିବୃଦ୍ଧିକୁ ଈର୍ଷା କରୁଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କୁ “ସବ୍‌କେ ବସ୍” କହି କଟାକ୍ଷ କରିଛନ୍ତି ରାଜନାଥ। ଭାରତ ଏତେ ଦ୍ରୁତ ଗତିରେ ପ୍ରଗତି କରୁଛି, କିଛି ଲୋକ ଭାରତର ପ୍ରଗତିକୁ ଗ୍ରହଣ କରିପାରୁନାହାଁନ୍ତି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ବିକାଶକୁ ସହିପାରୁନାହାନ୍ତି । ଭାରତ କେମିତି ଏତେ ଦ୍ରୁତ ଗତିରେ ପ୍ରଗତି କରୁଛି ବୋଲି ଟ୍ରମ୍ପ ଭାବୁଛନ୍ତି । ‘ମେଡ୍-ଇନ୍-ଇଣ୍ଡିଆ ଉତ୍ପାଦଗୁଡ଼ିକ ଅନ୍ୟ ଦେଶକୁ ରପ୍ତାନୀ କରିବା ସମୟରେ ଅଧିକ ମହଙ୍ଗା କରିବା ପାଇଁ ପ୍ରୟାସ ଚାଲିଛି ବୋଲି କହିଛନ୍ତି ରାଜନାଥ ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading