ଝାରସୁଗୁଡ଼ାରେ ବାଘ ଆତଙ୍କ, ପାଦଚିହ୍ନ ଦେଖି ଭୟଭୀତ ଅଞ୍ଚଳବାସୀ

Spread the love

ଝାରସୁଗୁଡା: ଝାରସୁଗୁଡ଼ାରେ ବାଘ ଆତଙ୍କ ।  ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି । ଲଇକେରା ଓ ସମ୍ବଲପୁର ଜିଲ୍ଲା ବାମରାର ସୀମାବର୍ତ୍ତି ଭୁକୁଲାପଡ଼ା, ଗଞ୍ଜୁଡ଼ିହି, କରଲାଖମନ୍ , ଜାମ୍ମାଲ ଆଦି ସ୍ଥାନରେ ବାଘର ପାଦ ଚିହ୍ନ ଦେଖି ଭୟଭୀତ ଅବସ୍ଥାରେ ଅଛନ୍ତି ଅଞ୍ଚଳବାସୀ ।  ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବାଘ ଖୋଜିବା ଆରମ୍ଭ କରିଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading