କରଞ୍ଜିଆ ରେଞ୍ଜରେ ହାତୀ ଭୟ; ୩୦ଟିକିଆ ପଲକୁ ନେଇ ସ୍ଥାନୀୟ ଗ୍ରାମବାସୀ ଆତଙ୍କିତ

Spread the love

କିଛି ଦିନ ବ୍ୟବଧାନ ପରେ ହାତୀପଲ କରଞ୍ଜିଆ ରେଞ୍ଜକୁ ଫେରିଛନ୍ତି । ୩୦ ଟିକିଆ ହାତୀପଲ ପାଇଁ ୩୦ରୁ ଅଧିକ ଗାଁରେ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ବିଳମ୍ବିତ ରାତିରେ କେନ୍ଦୁଝର ସାହରପଡା ବ୍ଲକ ଦେଇ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ରେଞ୍ଜରେ ହାତୀପଲ ପ୍ରବେଶ କରିଛନ୍ତି । ଏବେ ବଡ଼ ଦେଉଳି ଜଙ୍ଗଲରେ ଥିବା ସୂଚନା ମିଳିଛି । ୩୦ ଟିକିଆ ହାତୀ ପଲକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ କର୍ମଚାରୀ ମୁତୟନ ହେଇଛନ୍ତି । ବଡ଼ ଦେଉଳି ଅଞ୍ଚଳରେ ଜଣଙ୍କର ପାଚେରି ଭାଙ୍ଗିଛନ୍ତି । କେତେକ ଘରଦ୍ୱାର ମଧ୍ୟ ଭାଙ୍ଗିଛନ୍ତି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading