ଓଲଟିଲା କ୍ଷୀର ଗାଡ଼ି, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Spread the love

ସୁବର୍ଣ୍ଣପୁର: ଓଲଟିଲା କ୍ଷୀର ଗାଡ଼ି । ବୀରମହାରାଜପୁର ମୁର୍ଷୁଣ୍ଢୀ ରାସ୍ତାର ମୁର୍ଷୁଣ୍ଢୀ ମେଟାକାନୀ ଛକରେ ଦୁର୍ଘଟଣା ଘଟିଛି । ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସୋସାଇଟିରୁ କ୍ଷୀର ସଂଗ୍ରହ କରି ସମ୍ବଲପୁର ଜିଲ୍ଲାର ହାତୀବାରିକୁ କ୍ଷୀର ଗାଡ଼ିଟି ଯାଉଥିଲା। ବିଳମ୍ବିତ ରାତିରେ ଭରସାମ୍ୟ ହରାଇ ମୁର୍ଷୁଣ୍ଢୀ ମେଟାକାନୀ ପୀଠରେ ଧକ୍କାଦେଇ ରାସ୍ତାକଡ଼ କ୍ଷେତକୁ ଓଲଟି ପଡ଼ିଥିଲା । ଦୁର୍ଘଟଣାରୁ ଗାଡି ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗାଡ଼ିରେ ଥିବା କ୍ଷୀର ସବୁ ମାଟିରେ ମିଶିଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading