ଆଇପିଏସ୍ ବଦଳି: ୮ ଜିଲ୍ଲାରେ ନୂଆ ଏସପି, ବଦଳିଲେ କେନ୍ଦ୍ରାଂଚଳ ଡିଆଇଜି

Spread the love

ରାଜ୍ୟ ସରକାର ଆଜି ଆଇପିଏସ୍ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ମୋଟ ୧୮ଜଣ ଆଇପିଏସ୍ ଓ ଓପିଏସ୍ ଅଫିସରଙ୍କ ବଦଳି ହୋଇଛି । ବରିଷ୍ଠ ଆଇପିଏସ୍ ସନ୍ତୋଷ ବାଲାଙ୍କୁ ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ(ଏସସିଆରବି)ରୁ ଓ ପ୍ରବୀଣ କୁମାରଙ୍କୁ କେନ୍ଦ୍ରାଂଚଳ ଡିଆଇଜି ପଦବୀରୁ ହଟାଇ ଦିଆଯାଇଛି । ସେହିପରି କେନ୍ଦ୍ରୀୟ ଡେପୁଟେସନରେ ନିଯୁକ୍ତି ସତ୍ତ୍ୱେ ଓଡ଼ିଶାରେ ରହିଥିବା ଏସ୍‌. ଗଜଭିୟେଙ୍କୁ ସ୍ୱତନ୍ତ୍ର ସଶସ୍ତ୍ର ପୁଲିସର ଆଇଜି ଭାବେ ଅବସ୍ଥାପିତ କରାଯାଇଛି । ମୋଟ ୮ଟି ଜିଲ୍ଲାରେ ନୂଆ ପୁଲିସ ଏସପିଙ୍କୁ ନିଯୁକ୍ତି ମିଳିଛି ।

କାହାକୁ କେଉଁଠି ମିଳିଲା ପଦବୀ

୧-ଆଇପିଏସ୍ ସନ୍ତୋଷ ବାଲା – ଷ୍ଟେଟ ଫରେନସିକ ସାଇନ୍ସ ଲାବୋରେଟୋରୀ ନିର୍ଦ୍ଦେଶକ

୨. ଏସ୍‌. ପ୍ରବୀଣ କୁମାର, ଆଇପିଏସ୍  – ଆଇଜି, ପ୍ରୋଭିଜନିଂ

୩. ଗଜଭିୟେ ସତୀଶ କୁମାର ଈଶ୍ୱରଦାସ, ଆଇପିଏସ୍ – ଆଇଜି, ସ୍ପେସିଆଲ ଆମର୍ଡ ପୁଲିସ

୪. ସଞ୍ଜୟ କୁମାର କୌଶଳ, ଆଇପିଏସ୍ – ଆଇଜି, ଇକୋନୋମିକ ଅଫେନ୍ସେସ ଉଇଙ୍ଗ (ଇଓଡବ୍ଲ୍ୟୁ)

୫. ଅବିନାଶ କୁମାର,ଆଇପିଏସ୍ – ନିର୍ଦ୍ଦେଶକ, ଷ୍ଟେଟ କ୍ରାଇମ ରେର୍କଡ ବ୍ୟୁରୋ (ଏସସିଆରବି)

୬. ସତ୍ୟଜିତ ନାୟକ, ଆଇପିଏସ୍  – ଡିଆଇଜି, ସେଂଟ୍ରାଲ ରେଞ୍ଜ

୭. ପିନାକ ମିଶ୍ର, ଆଇପିଏସ୍  – ଡିଆଇଜି, ଇଷ୍ଟର୍ଣ୍ଣ ରେଞ୍ଜ

୮. ପରମାର ସ୍ମିତ ପୁରୁଷୋତ୍ତମଦାସ, ଆଇପିଏସ୍  -ଏସପି, କ୍ରାଇମବ୍ରାଞ୍ଚ

୯- ବାଲେଶ୍ୱର ଏସପି ରାଜ ପ୍ରସାଦ, ଆଇପିଏସ୍ -ଏସପି, ସ୍ପେସିଆଲ ବ୍ରାଂଚ

୧୦-ଭବାନୀ ଶଙ୍କର ଉଦଗାତା, ଓପିଏସ୍ – ଏସପି,ରେଳବାଇ, କଟକ

କେଉଁ ଜିଲ୍ଲାରେ କିଏ ନୂଆ ଏସପି

୧. ଖୋର୍ଦ୍ଧା – ବିବେକାନନ୍ଦ ଶର୍ମା, ଆଇପିଏସ୍‌

୨. ପୁରୀ – ପ୍ରତୀକ ସିଂହ, ଆଇପିଏସ୍‌

୩. ବାଲେଶ୍ୱର – ପ୍ରତ୍ୟୁଷ ଦିବାକର, ଆଇପିଏସ୍‌

୪. ଝାରସୁଗୁଡ଼ା – ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର, ଆଇପିଏସ୍‌

୫. ଜଗତସିଂହପୁର – ଅଙ୍କିତ କୁମାର ବର୍ମା, ଆଇପିଏସ୍‌

୬. ନୂଆପଡ଼ା – ଅମୃତପାଲ ସିଂ, ଆଇପିଏସ୍‌

୭. ସୁନ୍ଦରଗଡ଼ – ଅମୃତପାଲ କୌର, ଆଇପିଏସ୍

୮- କଟକ (ଗ୍ରାମାଂଚଳ) –  ବିନୀତ ଅଗ୍ରୱାଲ, ଆଇପିଏସ୍


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading