ମୟୁରଭଞ୍ଜ କରଞ୍ଜିଆରେ ଅଭାବନୀୟ ଘଟଣା : ଦେହରେ ପେଟ୍ରୋଲ ଢ଼ାଳି ଜଳିଗଲେ ଜଣେ ପୁରୁଷ ଓ ମହିଳା

Spread the love

ଅନଲାଇନ୍‌ ଗେମ୍‌ରେ ବିଫଳ ହେବାରୁ କ୍ରୀଡ଼ା ଶିକ୍ଷକଙ୍କ ଆତ୍ମହତ୍ୟା ଉଦ୍ୟମ । ଲକ୍ଷାଧିକ ଟଙ୍କା ହାରିବା ପରେ ଏଭଳି ଚରମ ନିଷ୍ପତି ନେଇଛନ୍ତି ଶିକ୍ଷକ ।  କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ସଦର ମହକୁମା ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ରାଜେଶ୍ କୁମାର ମହାପାତ୍ର ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି  ।  ମାନସିକ ଭାରସାମ୍ୟ ହରାଇ ନାରାୟଣପାଟଣା ସ୍ଥିତ ଭଡ଼ା ଘରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଛି ।  ପ୍ରଥମେ ନାରାୟଣପାଟଣା ମେଡ଼ିକାଲ ପରେ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । 


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading