ଫାଟିଲା ଟ୍ରାକ୍ଟର ଚକା, ଡ୍ରାଇଭର ମୃତ

ପୁରୀ : ପୁରୀ ଅଠରନଳାର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରେସର ଦେବା ବେଳେ ଫାଟିଲା ଟ୍ରାକ୍ଟର ଚକା । ଘଟଣାସ୍ଥଳରେ ଟ୍ରାକ୍ଟର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସଦର ଥାନା କୃପାସାଗରପଟଣା ଅଞ୍ଚଳର ଅକ୍ଷୟ ଜେନା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love