ସ୍କୁଲ ଆଗରେ ଧାରଣା ଦେଲେ ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ରେ ଅସନ୍ତୋଷ ଛାତ୍ରଛାତ୍ରୀ |

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ରେଜଲ୍ଟକୁ ନେଇ ଅସନ୍ତୋଷ ହୋଇଛନ୍ତି ନୀଳଗିରିର ଛାତ୍ରଛାତ୍ରୀ। ଶିଶୁ ମନ୍ଦିରରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ତ୍ରୁଟିନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସ୍କୁଲ ଆଗରେ ଧାରଣା ଦେଇ ନିଜର ଅସନ୍ତୋଷ ଜାହିର କରି ପୁନଃ ମୂଲ୍ୟାୟନ ଦାବି କରିଛନ୍ତି। ସେହିପରି ଅଭିଭାବକମାନେ ମଧ୍ୟ ସରକାରୀ ସ୍କୁଲରେ ସଠିକ ମାର୍କ ଦେଇଥିବା ବେଳେ ଜାଣିଶୁଣି ଶିଶୁ ମନ୍ଦିରରେ ଏଭଳି କରାଯାଇଥିବା ଅଭିଯୋଗ କରିଛନ୍ତି। ଯଦି ସରକାର ଏହାର ପୁନଃ ବିଚାର ନକରନ୍ତି ତାହେଲେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି।

Spread the love