ୟୁଜି ଶେଷବର୍ଷ ଶେଷ ସେମିଷ୍ଟର ପରୀକ୍ଷା ଅଗଷ୍ଟ ୨ରୁ ଆରମ୍ଭ ହେବ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ୟୁଜି ଶେଷବର୍ଷ ଶେଷ ସେମିଷ୍ଟର ପରୀକ୍ଷା ଅଗଷ୍ଟ ୨ରୁ ଆରମ୍ଭ ହେବ। ଏହା ପୂର୍ବରୁ ଜୁଲାଇ ୨୭ ତାରିଖରେ ପ୍ରାକ୍ଟିକାଲ୍ ପରୀକ୍ଷା ଅନୁଷ୍ଠିତ ହେବବ ଯାହା ୨୯ ତାରିଖରେ ଶେଷ ହେବ।

ସ୍ନାତକ(ୟୁଜି) ଶେଷବର୍ଷ ଶେଷ ସେମିଷ୍ଟର୍‌ ପରୀକ୍ଷା ଅଗଷ୍ଟ ୨ରୁ ଆରମ୍ଭ ହେବ । ଯାହା ୧୧ ତାରିଖରେ ସରିବ । ସେହିପରି ପ୍ରାକ୍ଟିକାଲ୍‌ ପରୀକ୍ଷା ଚଳିତ ମାସ ୨୭ରେ ଆରମ୍ଭ ହୋଇ ୨୯ରେ ସରିବ । ସ୍ନାତକୋତ୍ତର ବା ପିଜି ଚତୁର୍ଥ ସେମିଷ୍ଟର୍‌ ପରୀକ୍ଷା ଅଗଷ୍ଟ ୨ରୁ ଆରମ୍ଭ ହୋଇ ୧୦ରେ ସରିବ । ଏ ନେଇ ବିସ୍ତୃତ ବିଜ୍ଞପ୍ତି ବିଶ୍ୱବିଦ୍ୟାଳୟର ୱେବସାଇଟ୍‌ରେ ପ୍ରକାଶ ପାଇଛି ।

ସୂଚନା ମୁତାବିକ, ୟୁଜି ଶେଷବର୍ଷ ଶେଷ ସେମିଷ୍ଟର ପରୀକ୍ଷା ଅଗଷ୍ଟ ୨ରୁ ଆରମ୍ଭ ହେବ। ଏହା ପୂର୍ବରୁ ଜୁଲାଇ ୨୭ ତାରିଖରେ ପ୍ରାକ୍ଟିକାଲ୍ ପରୀକ୍ଷା ଅନୁଷ୍ଠିତ ହେବବ ଯାହା ୨୯ ତାରିଖରେ ଶେଷ ହେବ।

Spread the love