ହାଇଦ୍ରାବାଦ ରୁ ଚୋରୀ କଲେ ଭୁବନେଶ୍ବରରେ ବନ୍ଧା ହେଲେ 5 ଅପରାଧୀ

ଭୁବନେଶ୍ବର: ବନ୍ଧା ହେଲେ ସାଇବର ଠକ। ହାଇଦ୍ରାବାଦରେ କ୍ରାଇମ କରି ଭୁବନେଶ୍ବରରେ ଗିରଫ ହେଲେ ସାଇବର ଠକ। ୫ ସାଇବର ଠକଙ୍କୁ ଗିରଫ କରିଛି ପୋଲିସ।

ଭରତପୁର ଥାନା ପୋଲିସ ସହାୟତାରେ ଗିରଫ କଲା ହାଇଦ୍ରାବାଦ ପୋଲିସ। ହାଇଦ୍ରାବାଦରେ ୩୦ ଲକ୍ଷ ଟଙ୍କାର ସାଇବର କ୍ରାଇମ କରିଥିବା ଅଭିଯୋଗ ହୋଇଥିଲା। ଆଜି ହାଇଦ୍ରାବାଦ ପୋଲିସକୁ ହସ୍ତାନ୍ତର କରିବ କମିସନରେଟ ପୋଲିସ।

Spread the love