ଯେଉଁଠାରେ ଲୋକମାନେ ଅମାନିଆ ହେଉଛନ୍ତି ସେଠାରେ କଡା ପଦକ୍ଷେପ ନିଆଯିବ

ଭୁବନେଶ୍ୱର : ଯେଉଁଠାରେ ଲୋକମାନେ ଅମାନିଆ ହେଉଛନ୍ତି ସେଠାରେ କଡା ପଦକ୍ଷେପ ନିଆଯିବ । ସେହିଭଳି ଭିଡ ଜାଗାରେ ମଧ୍ୟ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଭଳି ପଦକ୍ଷେପ ନିଆଯାଇପାରେ ବୋଲି ଚେତାବନୀ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ତେବେ ବର୍ତମାନ ପାଇଁ ସବୁ ଜାଗାରେ ଲକ୍ ଡାଉନ୍ , ସଟ୍ ଡାଉନ୍ ଜରୁରୀ ନୁହେଁ । ନିୟନ୍ତ୍ରଣ ପାଇଁ ନୂଆ ଷ୍ଟ୍ରାଟେଜି କରାଯାଉଛି ସେ ସୂଚନା ଦେଇଛନ୍ତି ।

Spread the love