କ୍ରାଇମବ୍ରାଞ୍ଚ୍ ଏସଟିଏଫ୍ ପଞ୍ଝାରେ ବଜ୍ରକାପ୍ତା ସ୍ମଗଲର | ଗୋଟିଏ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ବେଳେ ୩ ଜଣ ଗିରଫ ହୋଇଛନ୍ତି

ଭୁବନେଶ୍ଵର : କ୍ରାଇମବ୍ରାଞ୍ଚ୍ ଏସଟିଏଫ୍ ପଞ୍ଝାରେ ବଜ୍ରକାପ୍ତା ସ୍ମଗଲର। ଭୁବନେଶ୍ଵର କଳିଙ୍ଗ ଷ୍ଟୁଡିଓ ଛକରେ ଡିଲ୍ ବେଳେ ସ୍ମଗଲରଙ୍କୁ କାବୁ କଲା ଏସଟିଏଫ୍। ଗୋଟିଏ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ବେଳେ ୩ ଜଣ ଗିରଫ ହୋଇଛନ୍ତି। ଜବତ ହୋଇଥିବା ବଜ୍ରକାପ୍ତାକୁ ଚନ୍ଦକା ଡିଏଫଓଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

Spread the love