ଧାର ଟଙ୍କାକୁ କେନ୍ଦ୍ର କରି ଜଣଙ୍କୁ ହତ୍ୟା

ନୟାଗଡ଼ : ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଗଦାଧରପ୍ରସାଦ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଧାର ଟଙ୍କାକୁ…

ବାଇକକୁ ପିଟିଲା ବାଇକ :୨ ମୃତ, ୩ ଗୁରୁତର

ନୟାଗଡ଼ : ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକକୁ ପିଟିଲା ବାଇକ। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ…

ପରୀ ହତ୍ୟା ମାମଲାର ଅଭିଯୁକ୍ତଙ୍କ ଭିଡ଼ିଓ ଭାଇରାଲ୍ ଘଟଣା : ଭିଡ଼ିଓ ଭାଇରାଲ୍ ହେଲା କେମିତି : ପରୀର ମା’ ଓ ବାପା

ନୟାଗଡ଼ : ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାର ଅଭିଯୁକ୍ତଙ୍କ ଭିଡ଼ିଓ ଭାଇରାଲ୍ ଘଟଣା । ଅଭିଯୁକ୍ତଙ୍କ ଭିଡ଼ିଓ ଭାଇରାଲକୁ…

ନୟାଗଡ଼ ପରୀ ମୃତ୍ୟୁ ମାମଲା : ଚିଲଡ୍ରେନ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ଏସଆଇଟି

ନୟାଗଡ଼ : ନୟାଗଡ ଯଦୁପୁର ପରୀ ହତ୍ୟା ମାମଲାରେ ମଙ୍ଗଳବାର ଏସଆଇଟି ନୟାଗଡ ଚିଲଡ୍ରେନ୍ କୋର୍ଟରେ ୪୮୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ…

ମାଛ ବୋଝେଇ ଗାଡି ଓଲଟି ଡ୍ରାଇଭର ଆହତ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ସଡକ ଦୁର୍ଘଟଣା । ମାଛ ବୋଝେଇ ଗାଡି ଓଲଟି ଡ୍ରାଇଭର ଆହତ ହୋଇଥିବା…

ଓଲଟିଲା ମିନି ଟ୍ରକ : ଜଣେ ମୃତ, ୨ ଗୁରୁତର

ନୟାଗଡ : ଭାରସାମ୍ୟ ହରାଇ ଓଲଟିଲା ଇଟା ବୋଝେଇ ମିନି ଟ୍ରକ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ…

ଶିକ୍ଷୟତ୍ରୀଙ୍କୁ ଛୁରାମାଡ କରି ନିଜ ବେକ କାଟିଲା ଯୁବକ

ନୟାଗଡ : ଶରଳକୂଳ ଥାନା ଅନ୍ତର୍ଗତ ଗୋଡିପଡାରେ ଆଜି ଅପରାହ୍ନରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜନୈକା ସ୍କୁଲ ଶିକ୍ଷୟିତ୍ରୀଙ୍କ…

ପରୀ ହତ୍ୟା ମାମଲା : ଜେଜେବିରୁ ଚିଲ୍‌ଡ୍ରେନ୍‌ କୋର୍ଟ ମାମଲା ସ୍ଥାନାନ୍ତର

ନୟାଗଡ : ନୟାଗଡ ଯଦୁପୁର ଗାଁର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲା ନୟାଗଡର ଚିଲଡ୍ରେନ କୋର୍ଟରେ ଏଣିକି ଶୁଣାଣି କରାଯିବ…

ନୟାଗଡ଼ ହତ୍ୟା ମାମଲା : ଆଜି ଅଭିଯୁକ୍ତ ନାବାଳକର ବ୍ରେନ ମ୍ୟାପିଂ ଆବେଦନର ଶୁଣାଣି

ନୟାଗଡ଼ : ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ପରି ହତ୍ୟା ଓ ଦୁଷ୍କର୍ମ ମାମଲାରେ ଆଜି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଅଭିଯୁକ୍ତ ନାବାଳକର…

ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା : ଆଜି ହାଇକୋର୍ଟରେ ଶୁଣାଣି

ନୟାଗଡ଼/କଟକ : ବହୁଚର୍ଚ୍ଚିତ ନୟାଗଡ଼  ସଦର ଥାନା ଅଧୀନ ଯଦୁପୁରର ନାବାଳିକା ଅମ୍ରିତାସ୍ନେହା ସାହୁ(ପରୀ) ଦୁଷ୍କର୍ମ ଓ ହତ୍ୟା ମାମଲା। ଆଜି…