ଆସନ୍ତୁ ଜାଣିବା ଘଣ୍ଟା ବାମ ହାତରେ କାହିଁକି ବାନ୍ଧନ୍ତି ଲୋକମାନେ |

ପୂର୍ବରୁ ଲୋକମାନେ ଘଣ୍ଟା କିପରି ବ୍ୟବହାର କରୁଥିଲେ:-

ଏହି ପ୍ରଶ୍ନ ର ଉତ୍ତରରେ ଅନେକ ଲୋକ ଲୋକ ନିଜର ଭିନ୍ନ ମତାମତ ଦେଉଛନ୍ତି। ଆଉ କିଛି ଲୋକଙ୍କ ମତାମତ ଅନୁସାରେ, ପୂର୍ବରୁ ଲୋକମାନେ ଘଣ୍ଟାକୁ ଏକ ଚେନରେ ବାନ୍ଧି କୋଟର ପକେଟରେ ରଖୁଥିଲେ। ସମୟ ଅନୁସାରେ ଲୋକଙ୍କ ଆଵଶ୍ୟକତାକୁ ଦୃଷ୍ଟିରେ ରଖି ଘଣ୍ଟା ପିନ୍ଧିବା ପାଇଁ ସ୍ଥାନ ଦେଖି ଡାହାଣ ହାତରେ ପିନ୍ଧାଗଲା। କିନ୍ତୁ ଡାହାଣ ହାତରେ ଆମେ ଅନେକ କାମ କରିଥାଉ। ସମୟ ଦେଖିବା ପାଇଁ ଆମକୁ କାମକୁ କିଛି ସମୟ ଛାଡ଼ିଦେଉ। ଅଧିକାଂଶ ସମସ୍ୟା ଛାତ୍ରମାନଙ୍କ ଉପରେ ପଡ଼ିଲା ଯେତେବେଳେ ସେମାନେ ପରୀକ୍ଷା ଦେଉଥିଲେ। ସେଥିଲାଗି ପରେ ଘଣ୍ଟା ଡାହାଣ ହାତରେ ନ ପିନ୍ଧାଯାଇ ବାମ ହାତରେ ପିନ୍ଧା ଯାଉଛି।

ଘଣ୍ଟା ଭା-ଙ୍ଗି ଯିବାର ସମ୍ଭାବନା:-
ସେଠାରେ କିଛି ଲୋକ ଅନ୍ୟ ମତାମତ ଦିଅନ୍ତି ଯେ, ଆମେ ଡାହାଣ ହାତରେ ଅନେକ କାମ କରିଥାଉ। ସେହି କାରଣରୁ ଘଣ୍ଟା ନ-ଷ୍ଟ ହୋଇପାରେ। ଯେପରି ନଳକୂପ ହାବିସ କଲାବେଳେ ଘଣ୍ଟା ଭା-ଙ୍ଗିଯାଇ ପାରେ। ତେଣୁ ଘଣ୍ଟାକୁ ବାମ ହାତରେ ପିନ୍ଧା ଗଲା।

ଅନ୍ୟ ଏକ ଉପାୟ:-

ଏହାର ଆଉ ଏକ ଭଲ ଉତ୍ତର ହେଇପାରିବ ଯେ, ଆମେ ବାମ ହାତରେ ଘଣ୍ଟା ଧରି ଡାହାଣ ହାତରେ ପିନ୍ଧାଇବାକୁ ପଡ଼ିବ। ଏହି କାରଣରୁ ଯଦି ଘଣ୍ଟା ତଳକୁ ଖସି ଭାଙ୍ଗିଯାଏ। ଏହା ସହ ଡାହାଣ ହାତରେ ଅନେକ କାମର ପ୍ରେସରରେ ଯଦି ଘଣ୍ଟା ଢିଲା ହୋଇ କେଉଁଠି ଖସିପଡ଼େ। ସେଥିପାଇଁ ବାମ ହାତରେ ଘଣ୍ଟା ପିନ୍ଧାଇବା ପାଇଁ ଡାହାଣ ହାତର ବ୍ୟବହାର ହେଲା ଏବଂ ଅନେକ ସମସ୍ୟାରୁ ସୁର-କ୍ଷିତ ରହିଲା।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Spread the love