୬୦ ଗ୍ରାମ ବ୍ରାଉନସୁଗାର ଓ ତିନି ଲକ୍ଷ ଟଙ୍କା ଜବତ, ଜଣେ ଗିରଫ

ଜଗତସିଂହପୁର : ଜଗତସିଂହପୁର ଗୋପାଳସାଗର ନିକଟରେ ଅବକାରୀ ଚଢ଼ାଉ । ୬୦ ଗ୍ରାମ ବ୍ରାଉନସୁଗାର ଓ ତିନି ଲକ୍ଷ ଟଙ୍କା ଜବତ । ଗୋପାଳ ସାଗରର ବିକ୍ରମ ମଲିକ ଗିରଫ।

Spread the love