୨୯ ବିଏସ୍‌ଏଫ ଯବାନଙ୍କୁ କରୋନା

ମାଲକାନଗିରି : ମାଲକାନଗିରିରେ ମଙ୍ଗଳବାର ଚିହ୍ନଟ ହୋଇଥିବା ୩୬ଟି ନୂଆ ପଜିଟିଭ କେସ୍ ମଧ୍ୟରେ ଏହି ୨୯ ଜଣ ବିଏସ୍‌ଏଫ ଯବାନ କରୋନା ପଜିଟଭ ଭାବରେ ଚିହ୍ନଟ ହୋଇଛନ୍ତି । ସେମାନେ ନିକଟ ଅତୀତରେ ବିହାର , ଝାରଖଣ୍ଡ , କର୍ଣ୍ଣାଟକ , ମହାରାଷ୍ଟ୍ର , ମଧ୍ୟପ୍ରଦେଶ , ରାଜସ୍ଥାନ , ତ୍ରିପୁରା , ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ଫେରିଥିଲେ । ସେଠାରୁ ଫେରି ମାଲ୍ୟବନ୍ତ ବଙ୍କଳ ହଷ୍ଟେଲ ଓ ଜୁନିୟର ସାଇନ୍ସ କଲେଜ ଏବଂ ବାଳିକା ହଷ୍ଟେଲରେ ରହୁଥିଲେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *