୧୩ ଫୁଟର ଅହିରାଜ ଉଦ୍ଧାର

ଆଠଗଡ଼ : ଆଠଗଡ଼ କଟକ ବନଖଣ୍ଡ ଅନ୍ତର୍ଗତ କୋଚିଲା ନୂଆଗାଁରେ ଏକ ପରିତ୍ୟକ୍ତ ପାଇଖାନା ଟାଙ୍କିରୁ ୧୩ ଫୁଟର ଏକ ଅହିରାଜ ସାପ ଉଦ୍ଧାର କରାଯାଇଛି । ତେବେ ସାପଟି କୌଣସି ମତେ ପାଇଖାନା ଟାଙ୍କି ମଧ୍ୟକୁ ପଶି ଆସିଥିବା ଦେଖି ପରିବାର ଲୋକେ ସ୍ନେକ ହେଲ୍ପଲାଇନକୁ ଯୋଗାଯୋଗ କରିଥିଲେ । ତେବେ ସ୍ନେକ ହେଲ୍ପଲାଇନ ସଦସ୍ୟ ସଞ୍ଜୟ ପରିଜା ଓ ସୁଶାନ୍ତ ପାତ୍ର ସାପଟିକୁ ଉଦ୍ଧାର କରି ବନବିଭାଗ ଉପସ୍ଥିତିରେ ପାଖ ଜଙ୍ଗଲରେ ଛାଡିଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *