ସେବାୟତଙ୍କୁ ମିଳିବ ‘ପାଳିଆ ପୁରସ୍କାର’

ପୁରୀ : ଶୃଙ୍ଖଳିତ ରଥଟଣା ପାଇଁ ସେବାୟତଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ସାଧୁବାଦ ଜଣାଇଛନ୍ତି। ଏହି ଅବସରରେ ସେ ସେବାୟତଙ୍କୁ ୩ୟ କିସ୍ତିର ୫ ହଜାର ଟଙ୍କା ଦିଆଯିବା ନେଇ ମଧ୍ୟ ଘୋଷଣା କରିଛନ୍ତି। ରଥ ଟାଣିଥିବା ସେବାୟତଙ୍କୁ ସ୍ବତନ୍ତ୍ର ଭାବେ ପାଳିଆ ପୁରସ୍କାର ଦିଆଯିବ ବୋଲି ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *