ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ; ୩ ଆତଙ୍କୀ ନିହତ

ଶ୍ରୀନଗର : ଜମ୍ମୁ-କାଶ୍ମୀର ଅନନ୍ତନାଗରେ ସୋମବାର ପୁଣି ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ-ଆତଙ୍କୀ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ପରେ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରହିଛନ୍ତି ଭାରତୀୟ ଯବାନ। ତେବେ ଆତଙ୍କବାଦୀଙ୍କ ଠାରୁ ଏକେ-୪୭ ଓ ୨ଟି ପିସ୍ତଲ ଜବତ ହୋଇଛି।

Spread the love

Leave a Reply

Your email address will not be published. Required fields are marked *