ଶୟନ କକ୍ଷ ପାଇଁ ବାସ୍ତୁ ଟିପ୍ସ

ବାସ୍ତୁ ଶାସ୍ତ୍ରରେ ଏଭଳି କେତେକ ସହଜ ଉପାୟରେ ବର୍ଣ୍ଣନା କରାଯାଇଛି ଯାହାକୁ ଆପଣାଇବା ଦ୍ୱାରା ଜୀବନର ଲାଗି ରହିଥିବା କେତେକ ସମସ୍ୟାର ସମାଧାନ ସହଜ ଉପାୟ ହୋଇଥାଏ।ବହୁ ସମୟରେ ମାନସିକ ଚିନ୍ତା କାରଣରୁ ରାତିରେ ନିଦ ହେବାରେ ବାଧା ସୃଷ୍ଟି କରିଥାଏ। ଅନିଦ୍ରା କାରଣରୁ ଜୀବନରେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଲୋକେ ଔଷଧର ସେବନ କରିଥାଆନ୍ତି। ମାତ୍ର କିଛି ବାସ୍ତୁ ଟିପ୍ସ ପ୍ରତି ଧ୍ୟାନ ଦେଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ଜାଣନ୍ତୁ ……..

– ନିଜ ଶୟନ କକ୍ଷରେ ଜଳର କୌଣସି ଜିନିଷ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଗୃହରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଯାଦ୍ୱାରା ଅନିଦ୍ରା ସମସ୍ୟା ସୃଷ୍ଟି ହୋଇଥାଏ।

– କିଛି ଲୋକେ ନିଜ ଶୟନ କକ୍ଷରେ ବୈଦୁତିକ ସାମଗ୍ରୀ ରଖିଥାଆନ୍ତି ଯେପରି ଟିଭି, କମ୍ପ୍ୟୁଟର।

– ଏହା ଦ୍ୱାରା ବାସ୍ତୁ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଏହି ପ୍ରକାର ସାମଗ୍ରୀକୁ ଶୟନ କକ୍ଷରେ ରଖନ୍ତୁ ନାହିଁ।

– ଶୟନ କକ୍ଷରେ ନିଜ ଖଟକୁ ସଠିକ ଦିଗରେ ରଖନ୍ତୁ।– ନିଜ ରାଶି ଅନୁଯାୟୀ ଶୟନ କକ୍ଷର ରଙ୍ଗ ଚୟନ କରନ୍ତୁ।

Spread the love

Leave a Reply

Your email address will not be published. Required fields are marked *