ଶୀତର ପ୍ରକୋପ ବଢିବା ସହ ଥରୁଛି ସାରା ଓଡ଼ିଶା

ଭୁବନେଶ୍ୱର : ଶୀତର ପ୍ରକୋପ ବଢିବା ସହ  ଥରୁଛି ସାରା ଓଡ଼ିଶା। ୧୫ ଡିଗ୍ରୀ ତଳେ ରାଜ୍ୟର ୧୩ଟି ସହର। ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ। ସୁବର୍ଣ୍ଣପୁର ୯.୪, ଫୁଲବାଣୀ ୧୦.୫, ଅନୁଗୁଳ ୧୧ ଡିଗ୍ରୀ, ବାରିପଦାରେ ଓ କେନ୍ଦୁଝରରେ ୧୨ଡିଗ୍ରୀ, ଝାରସୁଗୁଡାରେ ୧୨.୨, ଭବାନୀପାଟଣାରେ ୧୨.୨, ତାଳଚେରରେ ୧୨.୩, କୋରାପୁଟରେ ୧୨.୬, ବୌଦ୍ଧ ଓ କଟକରେ ୧୪ଡିଗ୍ରୀ, ବଲାଙ୍ଗୀରରେ ୧୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Spread the love